ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଉଠାଇ ନେଲା ପୁଲିସ: ୪୫ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଗଲା

ଭୁବନେଶ୍ୱର: ଆଜର ରାଜଧାନୀ ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି। ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରଖାଗଲା ବୋଲି ଡିସିପି ସୂଚନା ଦେଇଛନ୍ତି। ପୁଲିସ ୧୪ଦିନ ପାଇଁ କ୍ଵାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ … Continue reading ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଉଠାଇ ନେଲା ପୁଲିସ: ୪୫ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଗଲା